ରାହୁଲ୍‌ ଗାନ୍ଧୀ ଚାଣକ୍ୟଙ୍କ କଥାକୁ ସତ୍ୟ ପ୍ରମାଣିତ କରିଛନ୍ତି : ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରି ଶନିବାର ଦିନ ‘ବିଜେପି’ ସାଂସଦ ପ୍ରଜ୍ଞା ଠାକୁର କହିଛନ୍ତି ଯେ, ସେ ଚାଣକ୍ୟଙ୍କ ବାକ୍ୟକୁ ସତ୍ୟ ପ୍ରମାଣିତ କରିଛନ୍ତି। ଜଣେ ବିଦେଶିନୀଙ୍କଠାରୁ ଜାତ ପୁତ୍ର କଦାପି ଦେଶପ୍ରେମୀ ହୋଇପାରେ ନାହିଁ ବୋଲି ଚାଣକ୍ୟ ଯାହା କହିଥିଲେ ତାହା ସତ୍ୟ ପ୍ରମାଣିତ ହୋଇଛି। ତେଣୁ, ବିଦେଶରେ ଦେଇଥିବା ମନ୍ତବ୍ୟ ଯୋଗୁଁ ତାଙ୍କୁ ଦେଶରୁ ବାହାର କରିଦିଆଯିବା ଦରକାର ବୋଲି ପ୍ରଜ୍ଞା … Continue reading ରାହୁଲ୍‌ ଗାନ୍ଧୀ ଚାଣକ୍ୟଙ୍କ କଥାକୁ ସତ୍ୟ ପ୍ରମାଣିତ କରିଛନ୍ତି : ପ୍ରଜ୍ଞା ଠାକୁର